KVK Sambalpur
English    ଓଡ଼ିଆ
Skip Navigation Links
ମୁଖ୍ୟ ପୃଷ୍ଠା
ଆମ ବିଷୟରେ Expand ଆମ ବିଷୟରେ
ଜିଲ୍ଲା ବିଷୟରେ Expand ଜିଲ୍ଲା ବିଷୟରେ
ଉପଲବ୍ଧି Expand ଉପଲବ୍ଧି
ଆମର କାର୍ଯ୍ୟ Expand ଆମର କାର୍ଯ୍ୟ
ଡାଉନଲୋଡ
ପ୍ରଶଂସା ଓ ପୁରସ୍କାର
ରିପୋର୍ଟ୍ Expand ରିପୋର୍ଟ୍
କୃଷକ ମୋବାଇଲ ଉପଦେଶ
ଯୋଗାଯୋଗ
କ୍ଷିପ୍ର ସଂଯୋଗ
ଗ୍ରାମୀଣ କୃଷି ଉଦ୍ୟୋଗୀ

ଶ୍ରୀ ଆୟୁସ୍କାନ୍ତ ବଡପଣ୍ଡା


ଗ୍ରାମ: ଡଙ୍ଗରପଡା, ବ୍ଲକ : ଯୁଯୁମୋରା,
ଜିଲ୍ଲା : ସମ୍ବଲପୁର,ଓଡିଶା
ମୋବାଇଲ: ୯୬୬୮୩୦୬୧୯୧
ସଂକ୍ଷିପ୍ତ ଜୀବନ ବିବରଣୀ ସଂକ୍ଷିପ୍ତ ବିବରଣୀ
ବୟସ : ୩୬ ବର୍ଷ
ଶିକ୍ଷା : ୧୦+୨
ଚାଷ ଜମି ପରିମାଣ : ୨୦.୫ ଏକର
କୃଷି ଅଭିଜ୍ଞତା : ୧୪ ବର୍ଷ
ଚାଷ ପ୍ରକ୍ରିୟା : ଧାନ-ଫଳ-ପନିପରିବା-ମାଛଚାଷ
ପଶୁସମ୍ପଦ : ଜର୍ସି ଗାଈ ୪ ଟି,୧୨୦୦୦ ପକ୍ଷି ସଂଖ୍ୟା ବିଶିଷ୍ଟ କୁକୁଡା ଫାର୍ମ୍
ସମାଜିକ ଖ୍ୟାତି : ଗ୍ରାମର କୃଷକ ସଂଗଠନ ର ସଭାପତି
ବାର୍ଷିକ ଆୟ : ଟ. ୮.୮୩ ଲକ୍ଷ

ଶ୍ରୀ ଆୟୁସ୍କାନ୍ତ ବଡପଣ୍ଡା ହେଉଛନ୍ତି ଯୁଯୁମୁରା ବ୍ଲକ ଅନ୍ତର୍ଗତ ଡଙ୍ଗରପଡା ଗ୍ରାମ ର ଜଣେ ଯୁବ ଚାଷୀ |ତାଂକ ପାଖରେ ୨୦.୫ ଏକର ର ଚାଷ ଜମି ରହିଅଛି | ସେ ୧୩ ଏକର ଜମିରେ ଧାନ ଚାଷ କରିବା ସହିତ ଅନ୍ୟ ଜମିରେ ମାଛଚାଷ, ଗୋ-ପାଳନ, କୁକୁଡା ଫାର୍ମ୍ ଏବଂ ଫଳ ଓ ପନିପରିବା ଚାଷ କରିଥାନ୍ତି | ସେ ନିଜର ଗୋଟିଏ ସମନ୍ବିତ କୃଷି ପ୍ରଣାଳୀ ବିକଶିତ କରିପାରିଛନ୍ତି | ନିମ୍ନରେ ତାଂକର ସମନ୍ବିତ କୃଷି ପ୍ରଣାଳୀ ବିଷୟରେ ସମ୍ୟକ ଧାରଣା ଦିଆଗଲା

ଶ୍ରୀ ବଡପଣ୍ଡାଙ୍କ ସମନ୍ବିତ କୃଷି ପ୍ରଣାଳୀ ର ବିଭିନ୍ନ ଦିଗରୁ ମିଳୁଥିବା ଆୟ
ଫସଲ / ଉଦ୍ୟୋଗ ପରିମାଣ (ଏକର )/ ସଂଖ୍ୟା ଖର୍ଚ୍ଚ ଅର୍ଥ ମୋଟ ଆୟ ମୋଟ ଲାଭ
କଦଳୀ ୪୪୭୧୦ ୧୦୨୦୦୦ ୫୭୨୯୦
ଗାଈ (ଜର୍ସି ) ୪ ଟି ୪୪୨୬୦ ୧୩୦୮୫୦ ୮୬୫୯୦
ମାଛଚାଷ ୧.୫ ୨୯୪୨୨ ୭୫୭୨୦ ୪୬୨୯୮
ଧାନ ୧୩ ୨୨୧୦୦୦ ୩୨୫୦୦୦ ୧୦୪୦୦୦
ପୋଟଳ ୧.୫ ୮୦୦୦୦ ୧୭୦୦୦୦ ୯୦୦୦୦
ବାଇଗଣ ୪୮୩୦୦ ୧୨୦୦୦୦ ୭୧୭୦୦
ଟମାଟୋ ୦.୫ ୧୦୨୦୦ ୧୯୭୦୦ ୯୫୦୦
ବନ୍ଧାକୋବି & ଫୁଲକୋବି ୦.୫ ୧୦୩୫୦ ୨୫୬୦୦ ୧୫୨୫୦
ମୁଗ ୦.୫ ୫୦୦୦ ୧୧୦୦୦ ୬୦୦୦
କୁକୁଡା ୧୨୦୦୦ ୮୧୦୦୦୦ ୧୦୫୦୦୦୦ ୨୪୦୦୦୦
କୃଷି ଯନ୍ତ୍ରପାତିର ଭଡା ବାବଦକୁ ୧୦୦୦୦୦ ୧୦୦୦୦୦
ମୋଟ ୨୦.୫ ଏକର / ୪ ଟି ଗାଈ / ୧୨୦୦୦ କୁକୁଡ଼ା ୧୩୦୩୨୪୨ ୨୧୨୯୮୭୦ ୮୨୬୬୨୮


କୃଷି ବିଜ୍ଞାନ କେନ୍ଦ୍ର, ସମ୍ବଲପୁର
ପରିକଳ୍ପନା ଓ ଯତ୍ନ : ସତ୍ୟବ୍ରତ କୁମାର ବେହେରା, କାର୍ଯ୍ୟକ୍ରମ ସହଯୋଗୀ (କମ୍ପୁଟର ), ମୋବାଇଲ: ୯୪୩୭୧-୭୫୧୦୧

ପରିଦର୍ଶନ କରିଥିବା ସଂଖ୍ୟା : 356872