English
ଓଡ଼ିଆ
ମୁଖ୍ୟ ପୃଷ୍ଠା
ଆମ ବିଷୟରେ
ଜିଲ୍ଲା ବିଷୟରେ
ଉପଲବ୍ଧି
ଆମର କାର୍ଯ୍ୟ
ଡାଉନଲୋଡ
ପ୍ରଶଂସା ଓ ପୁରସ୍କାର
ରିପୋର୍ଟ୍
କୃଷକ ମୋବାଇଲ ଉପଦେଶ
ଯୋଗାଯୋଗ
ସଂକ୍ଷିପ୍ତ ବିବରଣୀ
କର୍ମଚାରୀ ସ୍ଥିତି
ଜିଲ୍ଲାରେ ଆମର ସ୍ଥିତି
ଜିଲ୍ଲା ବିବରଣୀ
କୃଷିର ରୁପରେଖ
Thrust Area
କ୍ଷେତ୍ର ପରିକ୍ଷଣ (OFT)
ଆଗୁଆ ଧାଡି କ୍ଷେତ୍ର ପ୍ରଦର୍ଶନ (FLD)
ତାଲିମ ଶିବିର
ବୈଷୟିକ ସପ୍ତାହ ପାଳନ
ସମ୍ପ୍ରସାରଣ କାର୍ଯ୍ୟ
ତାଲିମ୍ ଶିବିର
ଆଗୁଆ ଧାଡି କ୍ଷେତ୍ର ପ୍ରଦର୍ଶନ (FLD)
କ୍ଷେତ୍ର ପରିକ୍ଷଣ (OFT)
ସମ୍ପ୍ରସାରଣ କାର୍ଯ୍ୟ
ଚାରା ଓ ମଂଜି ଉତ୍ପାଦନ
ମାସିକ ଉପଲବ୍ଧି
ତ୍ରୈମାସିକ ଉପଲବ୍ଧି
ମୋବାଇଲ ଉପଦେଶ
ନାଗରିକ ସନନ୍ଦ
କ୍ଷିପ୍ର ସଂଯୋଗ
କୃଷକ ମାନକଂ ପାଇଁ
ପାଣିପାଗ
ବଜାର ଦର
କୃଷି ଉପଦେଶ
ବିକ୍ରୟ କେନ୍ଦ୍ର
ବାର୍ଷିକ ଯୋଜନା ତାଲିକା
କୃଷି ଉଦ୍ୟୋଗୀ
ମହିଳା କୃଷି ଉଦ୍ୟୋଗୀ
ଗ୍ରାମୀଣ କୃଷି ଉଦ୍ୟୋଗୀ
ଆଗୁଆ ଓ ଅଭିନବ ଚାଷୀ
ସଫଳ କାହାଣୀ
କାର୍ଯ୍ୟକ୍ରମ ଓ ଯୋଜନା
ଜିଲ୍ଲା ର ସେବାକାରୀ ସଂସ୍ଥା
ଶିକ୍ଷଣୀୟ ସ୍ଥଳ
ସହ-କାର୍ଯ୍ୟାଳୟ ସହିତ ସମ୍ପର୍କ
ମିଳିତ କାର୍ଯ୍ୟକ୍ରମ
ପ୍ରାୟୋଜିତ କାର୍ଯ୍ୟକ୍ରମ / ପ୍ରୋଜେକ୍ଟ
ଗୁରୁତ୍ବପୂର୍ଣ୍ଣ ଘଟଣା
ବୈଜ୍ଞାନିକ ଉପଦେଷ୍ଟା ମଣ୍ଡଳୀ ସଭା
ତ୍ରୈମାସିକ ସମ୍ବାଦ ପତ୍ରିକା
ଆର୍ଥିକ ନୀରିକ୍ଷଣ
କୃଷକ ମୋବାଇଲ ଉପଦେଶ କାର୍ଯ୍ୟକ୍ରମ
ଉପଲବ୍ଧ ଭିତ୍ତିଭୁମୀ
ଫାର୍ମ୍ ର ଯୋଜନା ଓ ବିନ୍ୟାସ
ଫାର୍ମ ର ଉର୍ବରତା ମାନଚିତ୍ର
ମିଳିପାରୁଥିବା ବୈଷୟିକ ବସ୍ତୁ
ପ୍ରକାଶନ
ଫଟୋ ଗ୍ୟାଲେରୀ
କୃଷି ବିଜ୍ଞାନ କେନ୍ଦ୍ରର ଆଭିମୁଖ୍ୟ:
ବିଭିନ୍ନ ସ୍ଥାନର ସମସ୍ୟାକୁ ଅନୁଧ୍ୟାନ କରି ଚାଷୀ କ୍ଷେତରେ ଚାଷ ସମ୍ବନ୍ଧିୟ ନୂତନ କୌଶଳ ଉପରେ ପରୀକ୍ଷଣ ତଥା ଗବେଷଣା କରିବା
ଚାଷୀ କ୍ଷେତରେ ବିଭିନ୍ନ ଫସଲ ଉପରେ କ୍ଷେତ୍ର ପ୍ରଦର୍ଶନ କରିବା ଓ ଏହାର ଅମଳ ଆକଳନ କରିବା ତଥା ଚାଷୀର ପ୍ରତିକ୍ରିୟା ସମ୍ବନ୍ଧିୟ ତଥ୍ୟ ସଂଗ୍ରହ କରିବା
କୃଷି ସମ୍ବନ୍ଧିୟ ନୂତନ ଗବେଷଣା ତଥ୍ୟକୁ ତାଲିମ୍ ମାଧ୍ୟମରେ କୃଷି ସମ୍ପ୍ରସାରଣ କର୍ମଚାରୀଙ୍କୁ ଅବଗତ କରାଇବା
କୃଷକ ତଥା ଯୁବଚାଷୀ କିପରି ଅଧିକ ଅମଳ ପାଇବେ ଓ ସ୍ବରୋଜଗାର କ୍ଷମ ହୋଇ ପାରିବେ ସେଥି ନିମନ୍ତେ ଆନୁଶଂଗିକ ଓ ଧନ୍ଦା ମୁଳକ ତାଲିମ୍ ପ୍ରଦାନ କରିବା
ସମ୍ବାଦ ଓ ଘଟଣା
ବାୟୋସାର
ଧାନ ଚାଷରେ ବାୟୋସାର ହିସାବରେ ନିଳହରିତ୍ ଶୈବାଳ (ବି.ଜି.ଏ.), ଆଜୋଲା, ଆଜୋଟୋବ୍ୟାକ୍ଟର ଓ ଆଜୋସ୍ପିରିଲମ୍ ବ୍ୟବହାର କରାଯାଇଥାଏ |
ଆଜୋଲା
ରୁଆ ଧାନରେ ୨-୩ ସପ୍ତାହ ଆଗରୁ ଜମିକୁ ସମତୁଲ କରି ୪-୬ ଇଞ୍ଚ ପାଣି ରଖନ୍ତୁ | ଏକର ପ୍ରତି ୪ କ୍ବିଣ୍ଟାଲ ଆଜୋଲା ଆଣି ଜମିରେ ଛାଡି ଦିଅନ୍ତୁ | ତା'ପରେ ଏକର ପ୍ରତି ୨୫ କି.ଗ୍ରା. ସୁପର ଫସଫେଟ୍ ସାରକୁ ୩ ଭାଗ କରି ୩ ଥରରେ ଜମିରେ ପ୍ରୟୋଗ କରନ୍ତୁ | ୩ ସପ୍ତାହ ବେଳକୁ ଜମିରେ ଆଜୋଲାର ଏକ ଆସ୍ତରଣ ମାଡିଯିବାର ଦେଖିଲେ ପାଣି କାଟି ଦିଅନ୍ତୁ | ହଳ କରି କାଦୁଅ କରି ଆଜୋଲାକୁ ମାଟିରେ ମିଶାଇ ଦିଅନ୍ତୁ | ଧାନ ରୁଆ ସରିଥିଲେ, ଏହାର ୭ ଦିନ ପରେ ଏକର ପ୍ରତି ୪ କ୍ବିଣ୍ଟାଲ ଆଜୋଲା ଜମିରେ ଛାଡି ଦିଅନ୍ତୁ | ୩ ସପ୍ତାହ ପରେ ଜମିରୁ ପାଣି କାଟି ଘାସ ବଛା ଯନ୍ତ୍ର ସାହାଯ୍ୟରେ ଆଜୋଲାକୁ ମାଟିରେ ମିଶାଇ ଦିଅନ୍ତୁ |
ନିଳହରିତ୍ ଶୈବାଳ (ବି.ଜି.ଏ.)
ଧାନ ରୁଆର ୭ ଦିନ ପରେ ଏକରକୁ ୬ କି.ଗ୍ରା. ହିସାବରେ ବି.ଜି.ଏ. ୩ ଥର ପ୍ରୟୋଗ କରାଯାଏ | ଜମିରୁ ପାଣି ଶୁଖିବା ପାଇଁ ଦିଅନ୍ତୁ ନାହିଁ | ବି.ଜି.ଏ. ପଡିଥିବା ଜମିରେ ସାଧାରଣତଃ ଏକର ପ୍ରତି ପ୍ରାୟ ୧୦ କି.ଗ୍ରା. ହିସାବରେ ଯବକ୍ଷାରଜାନ ମିଳିଥାଏ |
ଆଜୋସ୍ପିରିଲମ୍
ଏକ ଏକର ପାଇଁ ଆବଶ୍ୟକ ଧାନ ବିହନ ନିଅନ୍ତୁ | ୫୦୦ ଗ୍ରାମ୍ ଆଜୋସ୍ପିରିଲମ୍କୁ ୧ ଲିଟର ପାଣିରେ ଗୋଳାଇ ଏକ ମଣ୍ଡ ପ୍ରସ୍ତୁତ କରନ୍ତୁ | ଏହି ମଣ୍ଡକୁ ଧାନ ବିହନରେ ମିଶାଇ ଛାଇରେ ଶୁଖାଇ ଦିଅନ୍ତୁ | ଏହାପରେ ବିହନକୁ ଜମିରେ ବୁଣି ଦିଅନ୍ତୁ | ଏହିପରି କରିବା ଦ୍ବାରା ଏକର ପ୍ରତି ୧୦ କି.ଗ୍ରା. ଯବକ୍ଷାରଜାନ ମିଳିଥାଏ |
ପି.ଏସ୍.ବି.
ଫସଫରସ୍ ଖାଦ୍ୟସାରର ଫସଲର ସହଜ ଲଭ୍ୟ ହେବା ପାଇଁ ପି.ଏସ୍.ବି. ଏକର ପ୍ରତି ୨ କି.ଗ୍ରା. ଆବଶ୍ୟକ | ଏହାକୁ ୧୦ ରୁ ୧୫ କି.ଗ୍ରା. ଖତ ସହ ମିଶାଇ ଜମି ପ୍ରସ୍ତୁତ ପୂର୍ବରୁ ପ୍ରୟୋଗ କରନ୍ତୁ |
ଗୁରୁତ୍ବପୂର୍ଣ୍ଣ ସଂଯୋଗ
» OUAT
» ICAR
» ZPD VII
» RTI
» IMD Bhubaneswar
» Dept. of Agriculture, Odisha
» Agricultural Meterology
କୃଷି ବିଜ୍ଞାନ କେନ୍ଦ୍ର, ସମ୍ବଲପୁର
ପରିକଳ୍ପନା ଓ ଯତ୍ନ :
ସତ୍ୟବ୍ରତ କୁମାର ବେହେରା, କାର୍ଯ୍ୟକ୍ରମ ସହଯୋଗୀ (କମ୍ପୁଟର ), ମୋବାଇଲ: ୯୪୩୭୧-୭୫୧୦୧
ପରିଦର୍ଶନ କରିଥିବା ସଂଖ୍ୟା : 334492